Featuredକ୍ରୀଡ଼ା

ବିରାଟଙ୍କ ଦୁଇଟି ରେକର୍ଡ

ଫାଇନାଲ ମ୍ୟାଚରେ ବିରାଟ ଦୁଇଟି ରେକର୍ଡ କରିଛନ୍ତି । ବିଶ୍ବକପର ସେମିଫାଇନାଲ ଏବଂ ଫାଇନାଲରେ ବଡ଼ ପାଳି ଖେଳିଛନ୍ତି । ବିଶ୍ବକପରେ ଲଗାତାର ୫ଥର ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ ।

ପୂର୍ବରୁ ୨୦୧୫ ବିଶ୍ବକପରେ ସ୍କିଥ ୫ଥର ୫୦ରୁ ଅଧିକ ସ୍କୋର କରିଥିଲେ । ୨୦୧୯ ବିଶ୍ବକପରେ ବିରାଟ ମଧ୍ୟ ସେଭଳି ସ୍କୋର କରିଥିଲେ । ଏବେ ପୁଣିଥରେ ବିରାଟ ଚଳିତ ବିଶ୍ବକପରେ ବିରାଟ ୫ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ବିଶ୍ବକପରେ ସେମି ଏବଂ ଫାଇନାଲରେ ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ ଅର୍ଜନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com