Breaking Newsକ୍ରୀଡ଼ା

ଓଡ଼ିଶାର ୩ ଖେଳାଳି

ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର୍‌ରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ବ କପ୍ ଆରମ୍ଭ ହେବ। ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି।

ଏଥିରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମନଦୀପ ଲାକଡ଼, ସୁନୀଲ ଜୋଜୋ ଓ ସୁଦୀପ ଚିରମାକୋ। ସୁନୀଲ ଓ ସୁଦୀପ ଲଗାତାର ଦ୍ବିତୀୟ ଥର ପାଇଁ କନିଷ୍ଠ ବିଶ୍ବ କପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com