ଜାତୀୟ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଶୁଣାଣି କରି ପୁଣି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଶୁଣାଣି କରି ପୁଣି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ବ୍ୟାଙ୍କକୁ ପ୍ରଶ୍ନ କରିଛନ୍ତି ଯେ, ଇଲେକ୍ଟୋରାଲ ବଣ୍ଡ ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ କାହିଁକି ଦାଖଲ କରାଯାଇନାହିଁ? ଏଥିସହିତ ଆସନ୍ତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବ୍ୟାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଯେଉଁଥିରେ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟକୁ ଦିଆଯାଇଛି ବୋଲି ବ୍ୟାଙ୍କ ସ୍ପଷ୍ଟ କରିବେ ।

Related Articles

Back to top button