ଅନ୍ତର୍ଜାତୀୟ

ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଗ୍ୱାଦର ପୋର୍ଟରେ ଆତଙ୍କବାଦୀମାନେ ଦୀର୍ଘ ସମୟ ଧରି ଜାରି ରଖିଥିବା ହମଲା ଶେଷ ହୋଇଛି

ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଗ୍ୱାଦର ପୋର୍ଟରେ ଆତଙ୍କବାଦୀମାନେ ଦୀର୍ଘ ସମୟ ଧରି ଜାରି ରଖିଥିବା ହମଲା ଶେଷ ହୋଇଛି। ବେଶ କିଛି ଘଣ୍ଟାର ବିସ୍ଫୋରଣ ଓ ଗୁଳି ବିନିମୟ ପରେ ସବୁ କିଛି ଶାନ୍ତ ହୋଇଛି।

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ନହିତ ଆତଙ୍କବାଦୀମାନେ ବାଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।

Related Articles

Back to top button