ମନୋରଞ୍ଜନ

ଅଙ୍କିତାଙ୍କ ଅଭିନୀତ ମୁଭି ‘ବୀର ସାଓ୍ବରକର’ ମାର୍ଚ୍ଚ ୨୨ରେ ରିଲିଜ ହେବାକୁ ଯାଉଛି

ଅଙ୍କିତାଙ୍କ ଅଭିନୀତ ମୁଭି ‘ବୀର ସାଓ୍ବରକର’ ମାର୍ଚ୍ଚ ୨୨ରେ ରିଲିଜ ହେବାକୁ ଯାଉଛି। ଏଥିରେ ସେ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ଲିଡ ରୋଲରେ ନଜର ଆସିବେ।

ନିକଟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ କ୍ୟାରିୟରକୁ ନେଇ ଚମକାଇବା ଭଳି କଥା କହିଛନ୍ତି। ସେ କହିଛନ୍ତି ମୋ କ୍ୟାରିୟରରେ ଟଙ୍କା ନୁହେଁ ବରଂ ରୋଲ୍‌ ଜରୁରୀ। ମୋ ପାଇଁ ଟଙ୍କା ସବୁବେଳେ ଦ୍ୱିତୀୟ ନମ୍ବରରେ ଆସିଥାଏ। ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚରିତ୍ର, ଯାହାକୁ ମୁଁ ପ୍ଲେ କରିବାକୁ ଚାହେଁ।

Related Articles

Back to top button