ମନୋରଞ୍ଜନ
ବାହୁବଲୀ ଓ ଆରଆରଆର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଥିବା ଏସଏସ ରାଜାମୌଲୀ ଭୂକମ୍ପର ଶିକାର ହୋଇଥିବା ଜଣାପଡ଼ିଛି
ବାହୁବଲୀ ଓ ଆରଆରଆର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଥିବା ଏସଏସ ରାଜାମୌଲୀ ଭୂକମ୍ପର ଶିକାର ହୋଇଥିବା ଜଣାପଡ଼ିଛି। ସେ ନିଜ ପୁଅ ଏସଏସ କାର୍ତ୍ତିକେୟଙ୍କ ସହ ଜାପାନ ଯାଇଥିବା ବେଳେ ସେଠାରେ ଭୂକମ୍ପ ହୋଇଥିଲା।
୫.୩ତୀବ୍ରତାର ଭୂକମ୍ପ ହେବା ବେଳେ ରାଜାମୌଲୀ ଓ ତାଙ୍କ ପୁଅ ୨୮ମହଲା ଉପରେ ଥିଲେ। ତେବେ ତୀବ୍ରତା ଅଧିକ ଥିଲେ ବି ଦୁହେଁ ଏବେ ସୁରକ୍ଷିତ ଥିବା ଜଣାଇଛନ୍ତି।