ମନୋରଞ୍ଜନ

ସୁରଭୀ ଚନ୍ଦନା ଏବଂ କରଣ ଶର୍ମା ୨ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ

ସୁରଭୀ ଚନ୍ଦନା ଏବଂ କରଣ ଶର୍ମା ୨ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ । ସୁରଭି ଚନ୍ଦନା ନିଜ ସ୍ୱାମୀ କରଣ ଶର୍ମାଙ୍କ ନାମ ମେହେନ୍ଦୀ କରିଛନ୍ତି । ତେବେ ସୋସିଆଲ ମିଡିଆରେ ମେହେନ୍ଦୀ ସେରିମନିର ଭିଡିଓ ସାମ୍ନାକୁ ଆସିଛି ।

ପ୍ରି ୱେଡିଙ୍ଗ ଫଙ୍ଗସନର ପ୍ରଥମ ଝଲକ ଭାଇରାଲ ହେବାରେ ଲାଗିଛି ।ଏହି କପଲ ୧୩ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ରହିବା ପରେ ୨ ମାର୍ଚ୍ଚରେ ବିବାହ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com