କ୍ରୀଡ଼ା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ। ୩୫ ବର୍ଷୀୟ ଜାଭେରିଆଙ୍କ ଏହି ନିଷ୍ପତିକୁ ନେଇ କ୍ରିକେଟ ଜଗତରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି।

ତେବେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ସମ୍ପର୍କରେ ଜାଭେରିଆ ଏକ ଭାବବିହ୍ୱଳ ବିବୃତି ଜାରି କରିଛନ୍ତି। ଏଥିରେ ଜାଭେରିଆ କହିଛନ୍ତି, “ଖୁସି ଓ ଦୁଃଖ ରହିଥିଲା। କିନ୍ତୁ ସର୍ବୋପରି ମହାନ ଗର୍ବ ମୋତେ ୧୫ ବର୍ଷ ଧରି ଆଗକୁ ନେଇଥିଲା।

Related Articles

Back to top button