କ୍ରୀଡ଼ା
ଆଉ ଆଇପିଏଲରେ ଦେଖିବାକୁ ମିଳିବନି ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍ଟେନ୍ସି

ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଛି ଗୋଟିଏ ସ୍ୱର୍ଣ୍ଣିମ ଯୁଗ। ଆଉ ଆଇପିଏଲରେ ଦେଖିବାକୁ ମିଳିବନି ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍ଟେନ୍ସି। ଆଇପିଏଲ ଇତିହାସ ଦୁଇ ସଫଳ ଅଧିନାୟକ ହେଉଛନ୍ତି ଧୋନି ଓ ରୋହିତ।
ହେଲେ ୨୦୨୪ ଆଇପିଏଲ ପୂର୍ବରୁ ଉଭୟ ନିଜ ନିଜ ପ୍ରାଞ୍ଚାଇଜ୍ର କ୍ୟାପ୍ଟେନ୍ସି ପଦ ଛାଡ଼ିଛନ୍ତି।