ଜାତୀୟ

୨୦୨୪ ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି

୨୦୨୪ ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ ମାସ ପାଇଁ ବ୍ୟାଙ୍କଗୁଡ଼ିକରେ ଛୁଟି ତାଲିକା ଜାରି କରିଛି।

ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପ୍ରିଲରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ବିଭିନ୍ନ ରାଜ୍ୟରେ ଅନେକ ପର୍ବ ଛୁଟି ସହିତ ଶନିବାର ଓ ରବିବାର ସାପ୍ତାହିକ ବ୍ୟାଙ୍କ ଛୁଟି ଅନ୍ତର୍ଭୁକ୍ତ ।

Related Articles

Back to top button