ଜାତୀୟ

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ ଏକ ବୈଠକରେ ଅନେକ ଜରୁରୀ ବିଷୟରେ ଆଲୋଚନା କରିଛନ୍ତି

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ ଏକ ବୈଠକରେ ଅନେକ ଜରୁରୀ ବିଷୟରେ ଆଲୋଚନା କରିଛନ୍ତି ।

ଏହା ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଠାରୁ ଆରମ୍ଭ କରି, ବିଶ୍ୱ ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଭବିଷ୍ୟ ବ୍ୟବହାର ଉପେଯାଗୀ ଆଧୁନିକ ପ୍ରଯୁକ୍ତି ତଥା ମହିଳା ମାନଙ୍କ ସାମଗ୍ରିକ ବିକାଶ ଆଦି ବିଷୟକୁ ନେଇ ପୃଥିବୀର ଦୁଇ ବଡ ଲିଡର ଅନେକ କିଛି ବିଚାର ବିମର୍ଶ କରିଛନ୍ତି ।

Related Articles

Back to top button