ଜାତୀୟ

କମିଲା ସୁନା ଓ ରୂପା ଦର

ଗ୍ରାହକଙ୍କ ପାଇ ଖୁସି ଖବର । କମିଲା ସୁନା ଓ ରୂପା ଦର । ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି । ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି । ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି । ୨୪ କ୍ଯାରେଟ ସୁନା ଦର ୧୦ ଗ୍ରାମ ପିଛା ୧୪ ଶହ ୩୪ ଟଙ୍କାକୁ ହ୍ରାସ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com