ଜାତୀୟରାଜନୀତି

ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ (ECI) ।

ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ (ECI) । ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀ ବିଭିନ୍ନ ରାଜ୍ୟ ଗସ୍ତ କରିବା ଅର୍ଥ ୨୦୨୪ ନିର୍ବାଚନ ତାରିଖ କ୍ୟାଲେଣ୍ଡର ୨୦୧୯ ସହ ସମାନ ହୋଇପାରେ । ଗତ ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com