ଜାତୀୟ

ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ନାଗପୁର ଲୋକ ସଭା ଆସନରୁ ଭାଜପା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟିକେଟ୍‌ ଦେଇଛି

ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ନାଗପୁର ଲୋକ ସଭା ଆସନରୁ ଭାଜପା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟିକେଟ୍‌ ଦେଇଛି। ଗଡକରୀ ନାଗପୁର ୨ ୨ଥର ଏମପି ଭାବେ ନିର୍ବାଚିତ ହୋଇଛନ୍ତି।

ଚଳିତ ନିର୍ବାଚନ ପାଇଁ ସେ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ତାଙ୍କ ନାମାଙ୍କନ ପତ୍ର ଅନୁସାରେ ତାଙ୍କଠାରୁ ତାଙ୍କ ସ୍ତ୍ରୀ କାଞ୍ଚନ ଗଡକରୀଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ନୀତିନଙ୍କ ସମେତ ତାଙ୍କ ପରିବାର ପାଖରେ ମୋଟ ୨୮ କୋଟି ଟଙ୍କାର ସମ୍ପତ୍ତି ରହିଛି।

Related Articles

Back to top button