ଜାତୀୟ
ଆଇ ଫୋନ୍ କିମ୍ବା ଆପଲ୍ର ଆଇ ପ୍ୟାଡ୍ ତଥା ମ୍ୟାକ୍ବୁକ୍ ବ୍ୟବହାର କରୁଥିଲେ ସାବଧାନ।

ଆଇ ଫୋନ୍ କିମ୍ବା ଆପଲ୍ର ଆଇ ପ୍ୟାଡ୍ ତଥା ମ୍ୟାକ୍ବୁକ୍ ବ୍ୟବହାର କରୁଥିଲେ ସାବଧାନ। ଏ ସମସ୍ତ ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର।
ଯେକୌଣସି ମୁହୂର୍ତ୍ତରେ ହ୍ୟାକ୍ ହୋଇପାରେ ଆପଣଙ୍କ ଫୋନ୍। ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ ତଥା CERT-In ଆପଲର ଏହି ସମସ୍ତ ପ୍ରଡକ୍ଟକୁ ହାଇ ରିସ୍କ ରେଟିଂ ଦେଇଛି।