ଅନ୍ତର୍ଜାତୀୟ

ବ୍ରିଟେନରେ ଚାରିଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି

ବ୍ରିଟେନରେ ଚାରିଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଜଣେ ୨୩ ବର୍ଷୀୟ ଡ୍ରାଇଭରଙ୍କୁ ଅତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ ଦଣ୍ଡିତ କରିଛନ୍ତି ବ୍ରିଟେନ କୋର୍ଟ।

ମୃତ ଯୁବକ ଜଣକ ମଧ୍ୟ ଭାରତୀୟ ବଂଶୋଦ୍ଭବ, ତାଙ୍କ ନାମ ଅରମାନ ସିଂହ। ସେ ଡେଲିଭରି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ଅଗଷ୍ଟରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Related Articles

Back to top button