ଅନ୍ତର୍ଜାତୀୟ

କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି

କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି।

ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାରେ ଏପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

Related Articles

Back to top button