ମନୋରଞ୍ଜନ

ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ

ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ଏହି ଦୁର୍ଘଟଣାରେ ଦିବ୍ୟାଙ୍କାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

ଦିବ୍ୟାଙ୍କା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ । ଏନେଇ ଦିବ୍ୟାଙ୍କଙ୍କ ସ୍ୱାମୀ ତଥା ଅଭିନେତା ବିବେକ ଦହିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Related Articles

Back to top button