ମନୋରଞ୍ଜନ

ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି

ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଭିଡିଓରେ ଶ୍ରଦ୍ଧା ଏକ ଜୁଏଲେରୀ ଦୋକାନରେ ଗ୍ରାହକଙ୍କୁ ଅଳଙ୍କାର ବିକ୍ରି କରୁଥିବା ଦେଖିବାକୁ ମିଳିଛି।ପୁନେର ଏକ ଜୁଏଲେରୀ ଦୋକାନରେ କୌଣସି ସେଲ୍ସ ଗର୍ଲଙ୍କ ପରି ଶ୍ରଦ୍ଧା ଗୋଟିଏ ନୂଆ ଅଳଙ୍କାର ବ୍ରାଣ୍ଡକୁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ଭିଡିଓରୁ ଜଣାପଡ଼ୁଛି।

Related Articles

Back to top button