ଜାତୀୟ
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି।
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ ହୋଇଥିଲା ।
ରିପୋର୍ଟ ଆସିବା ପରେ ଯେଉଁମାନେ ଅଣ୍ଡା ଏବଂ ଚିକେନ ଖାଉଛନ୍ତି ସେମାନଙ୍କୁ ସତର୍କ କରାଯାଇଛି। ବାର୍ଡ ଫ୍ଲୁ ଏକ ବିପଜ୍ଜନକ ରୋଗ। ଆମେରିକାରେ ଏଭିଆନ ଇନଫ୍ଲୁଏନଞ୍ଜାର ଅନେକ ମାମଲା ଦେଖାଦେଇଛି।