ଜାତୀୟ

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅଙ୍କ ନିବେଦନ

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅଙ୍କ ନିବେଦନ। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ ସମ୍ମିଳନୀରେ ଭଦ୍ରକ ଜିଲ୍ଲାର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍ ପିରିଅଡ୍ ଲିଭ୍’ ନେଇ ଉଠାଇ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବିଶ୍ୱବ୍ୟାପୀ କୋଟି କୋଟି ମହିଳା ନିଜ କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ପାଉଥିବା ଶାରୀରିକ ପୀଡ଼ା ଆଉ ଏନେଇ ମହିଳାଙ୍କ ସ୍ୱରକୁ ଶାଣିତ କରିଛନ୍ତି ରଞ୍ଜିତା।

Related Articles

Back to top button