ଜାତୀୟ
ମା’ ହେବା ଏକ ପ୍ରାକୃତିକ ପ୍ରକ୍ରିୟା
ମା’ ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ଏପରି ସମୟରେ ସମସ୍ତେ ମହିଳାଙ୍କ ପ୍ରତି ଉଦାର ଓ ହୃଦୟବାନ ହେବା ଉଚିତ । ଏପରିକି କର୍ମଜୀବୀ ମହିଳା ହୋଇଥିଲେ ସେ ଯେପରି କର୍ମକ୍ଷେତ୍ରରେ ଅସହଜ ଅନୁଭବ ନ କରିବେ ସେଥିପ୍ରତି ସମସ୍ତେ ଯତ୍ନବାନହେବା ଉଚିତ।
ଏପରି ସ୍ଥଳେ ଜଣେ ମହିଳାଙ୍କୁ ମ୍ୟାଟ୍ରନିଟି ଲିଭ୍ରୁ ବଞ୍ଚିତ କରିବା ଏୟାର ଇଣ୍ଡିଆ ଅଥରଟିକୁ ଭାରି ପଡ଼ିଛି। ଏହି ମାମଲାର ଶୁଣାଣି କରି AAI ଉପରେ ବର୍ଷିଛନ୍ତି ବମ୍ବେ କୋର୍ଟ।