ଅନ୍ତର୍ଜାତୀୟ

ଉତ୍ତର କୋରିଆରେ ଲାଲ ଲିପଷ୍ଟିକ୍‌ ଉପରେ ଲାଗିଛି ବ୍ୟାନ୍‌

ଉତ୍ତର କୋରିଆରେ ଲାଲ ଲିପଷ୍ଟିକ୍‌ ଉପରେ ଲାଗିଛି ବ୍ୟାନ୍‌। ଏଠାକାର ସରକାର ମହିଳାଙ୍କ ରେଡ୍‌ ଲିପଷ୍ଟିକ୍‌ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ନେତୃତ୍ୱରେ ଉତ୍ତର କୋରିଆରେ କଠୋର ନିୟମ କାନୁନ କାର୍ଯ୍ୟକାରୀ ହେଉଛି। ଏଠାରେ ଲୋକପ୍ରିୟ ବିଶ୍ୱବ୍ୟାପୀ ଫ୍ୟାଶନ ବ୍ରାଣ୍ଡ ଏବଂ ମେକ୍‌ଅପ୍‌ ସାମଗ୍ରୀ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି।

Related Articles

Back to top button