Featuredଅନ୍ତର୍ଜାତୀୟ

ପ୍ରଥମ ଥର ପାଇଁ ମାଂସ ଖାଇବା ଉପରେ କଟକଣା

ପ୍ରଥମ ଥର ପାଇଁ ମାଂସ ଖାଇବା ଉପରେ କଟକଣା ଲାଗୁ କରିଛି ଇଟାଲୀ । ତେବେ ବିଭିନ୍ନ ଲ୍ୟାବ୍ ବା ପ୍ରୟୋଗଶାଳାରେ ଉତ୍ପାଦନ ହୋଇଥିବା ମାଂସ କାଇବା ଉପରେ ଏହି ପ୍ରତିବନ୍ଧକ ଲାଗୁ ହୋଇଛି ।

ଏହାପୂର୍ବରୁ କୌଣସି ୟୁରୋପୀୟ ଦେଶ କ୍ରତ୍ରିମ ମାଂସ ଉପରେ କଟକଣା ଲଗାଇନାହାନ୍ତି । ତେବେ ନିୟମ ଲାଗୁ ହେବା ପରେ ଏହାକୁ ଅଣଦେଖା କିମ୍ବା ଉଲ୍ଲଙ୍ଘନ କଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ୬୦ ହଜାର ୟୁରୋ ଅର୍ଥାତ୍ ପ୍ରାୟ ୫୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com