ଓଡ଼ିଶା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବାର ପ୍ରତିଶ୍ରୁତି ଦେଇଛନ୍ତି
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହେବ ।
୩ ଟି ଜିଲ୍ଲାରେ ଆଇଟି ପାର୍କ କରାଯିବ । ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱର ଜିଲ୍ଲାରେ ଆଇଟି ପାର୍କ ହେବ ବୋଲି କହିଛନ୍ତି । ଏଥିସହ ୧୫ ଲକ୍ଷ ଗରିବଙ୍କୁ ଘର ଯୋଗାଯିବ । ସେ ଆହୁରି ଏକ ବଡ଼ ଘୋଷଣା କରିଛନ୍ତି ଯେ, ଓଡିଆ ଭାଷାରେ ମେଡିକାଲ ପାଠପଢାଯିବ ।