Featuredଓଡ଼ିଶା

ରାଜଧାନୀରେ ଦାମୀ କାରରୁ ଟଙ୍କା ମିଳିବା ଘଟଣା: ୩ ଅଭିଯୁକ୍ତଙ୍କ ସରିଲା ଶୁଣାଣି, ରାୟ ସଂରକ୍ଷିତ

ଭୁବନେଶ୍ୱର: ସରିଲା ଶୁଣାଣି, ସଂରକ୍ଷିତ ରହିଲା ରାୟ । ଭୁବନେଶ୍ୱରରେ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ନେଇ ଶେଷ ହୋଇଛି ଶୁଣାଣି । ରାୟ ସଂରକ୍ଷିତ ରଖିଲେ ଭୁବନେଶ୍ବର ସିବିଆଇ କୋର୍ଟ-୧ । ଗିରଫ ହୋଇଛନ୍ତି ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍‌ଫ୍ରା କମ୍ପାନୀର ଏମ୍‌ଡି ଦେବଦତ୍ତ ମହାପାତ୍ର ଏବଂ ଠିକାଦାର ସନ୍ତୋଷ ମହାରଣା । ମାମଲାରୁ ମୂଳ ଯାଏଁ ପହଂଚିବା ପାଇଁ କମ୍ପାନିର ଜିଏମଙ୍କୁ ସିବିଆଇ ପକ୍ଷରୁ ପଚରା ଉଚୁରା କରିଥିଲା । ଏହା ସହ କମ୍ପାନିର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଅଧିକ ପ୍ରଶ୍ନ ପଚାରି ଖୋଳତାଡ଼ କରୁଛି ସିବିଆଇ ।

Related Articles

Back to top button
WP Twitter Auto Publish Powered By : XYZScripts.com