ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୩୧ ଯାଏଁ ବଢିଲା ପଂଜିକରଣର ଅବଧି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଙ୍କ ସୂଚନା ଅନୁସାରେ ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ହିତାଧିକାରୀଙ୍କୁ ମିଳିବ ୨୦୨୪-୨୫ ଆର୍ଥିକ ବର୍ଷର ୧୦,୦୦୦ ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଭିତରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି । କିନ୍ତୁ ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ୨୦୨୪-୨୫ ବର୍ଷର ୧୦,୦୦୦ ଟଙ୍କା ମିଳିବାର ସମ୍ଭାବନା ରହିଛି ।
Related Articles
Check Also
Close
-
୭୫ କେଜି ଗଞ୍ଜେଇ ଜବତ, ଗଞ୍ଜେଇ ମାଫିଆ ଗିରଫMay 9, 2022