Featuredଓଡ଼ିଶାଶିକ୍ଷା

ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦, ମୂଳଦୁଆରୁ ପିଲାର ବିକାଶ ସହ ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ସୁଦୃଢ ହେବ ଭାରତୀୟ ଶିକ୍ଷା । ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦ ବା ଏନଇପି ୨୦୨୦ । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଏହାକୁ ଲାଗୁ କରିବା ପାଇଁ ଜାରି ହେଲା ବିଜ୍ଞପ୍ତି । ୧୦ +୨ ବଦଳରେ ୫+୩+୩+୪ରେ ଏହାକୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରେ ଏନଇପି ୨୦୨୦କୁ ଲାଗୁ କରାଯାଇସାରିଛି । ମୂଳଦୁଆରୁ ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଗୁଣରେ ବିକାଶ କରିବାରେ ସହାୟକ ହେବ ଏହି ଶିକ୍ଷା ନୀତି ।ଏହା ସହ ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ ।

Related Articles

Back to top button
WP Twitter Auto Publish Powered By : XYZScripts.com