Featuredଜାତୀୟ

ଆର ଜି କର ପୀଡିତାଙ୍କୁ ମିଳିଲା ନ୍ୟାୟ; ଆଜୀବନ କାରାଦଣ୍ଡର ରାୟ ଦେଲେ କୋର୍ଟ

ପଶ୍ଚିମବଙ୍ଗ: ଆର ଜି କର ପୀଡିତାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତ ସଞ୍ଜୟ ରାୟକୁ ମିଳିଲା ସଜ୍ଜା । ଆଜୀବନ କାରାଦଣ୍ଡର ରାୟ ଦେଲେ ମାନ୍ୟବର କୋର୍ଟ । ସିଆଲଦା ସେନସେକ୍ସ କୋର୍ଟ ଶୁଣାଇଲା ରାୟ । କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ଦେଲେ କୋର୍ଟ । ମୃତୁ୍ୟ ପର୍ଯ୍ୟନ୍ତ ଜେଲରେ ଜୀବନ କାଟିବ ସଞ୍ଜୟ ରାୟ ।

Related Articles

Back to top button
WP Twitter Auto Publish Powered By : XYZScripts.com