Breaking NewsFeaturedଓଡ଼ିଶାରାଜନୀତି
୧୨ ବିଧାୟକଙ୍କ ପରେ ତାରା ଓ ରମେଶ ମଧ୍ୟ ନିଲମ୍ବିତ

ଭୁବନେଶ୍ୱର: ଗୃହରୁ ମୂଳପୋଛ ହେଲା କଂଗ୍ରେସ । ୧୪ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି । ମାତ୍ର ଏବେ ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନର ନିଦେ୍ର୍ଦଶ ଦେଲେ ସୁରମା ପାଢୀ । ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବନର ନିଦେ୍ର୍ଦଶ । ବାହାରେ ନିଲମ୍ବିତ ସଦସ୍ୟଙ୍କ ସହ ପିସିସି ସଭାପତି, ପ୍ରଭାରୀ ଓ ସାଂସଦ ସପ୍ତଗିରି ଉଲାକା ମଧ୍ୟ କରୁଥିଲେ ପ୍ରତିବାଦ । ସେପଟେ ଗୃହ ଭିତରକୁ ଯାଇଥିଲେ ବଳକା ରହିଥିବା ଦୁଇ ବିଧାୟକ ତାରା ଓ ରମେଶ । ବାଚସ୍ପତିଙ୍କ ଆଗରେ ଗୃହ ମଧ୍ୟରେ ଘଣ୍ଟ ବାଡେଇ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ବାଚସ୍ପତି ସୁରମା ପାଢୀ ଉଭୟଙ୍କୁ କରିଛନ୍ତି ନି