Breaking Newsଓଡ଼ିଶା
ଜଗା ଦର୍ଶନ ପାଇଁ ଗଲା ବେଳେ ଜଳିଗଲା ତୀର୍ଥ ଯାତ୍ରୀ ବସ୍

ପୁରୀ: ଜଳିଗଲା ତୀର୍ଥ ଯାତ୍ରୀ ବସ୍ । ପୁରୀ ଯାଉଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ବସ୍ । ମାଳତୀପାଟପୁର ଠାରେ ହଠାତ ବସ୍ ରେ ନିଆଁ ଲାଗିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରହିଛି ସୂଚନା । ମାଳତୀପାଟପୁର ବସ୍ ଷ୍ଟାଣ୍ଟ ନିକଟରେ ବସରେ ନିଆ ଲାଗିଥିବା ସୂଚନା ରହିଛି । ଗାଡ଼ି ଟି ପଶ୍ଚିମବଙ୍ଗର ହୋଇଥିବା ସୂଚନା ।