
କୋଟା: କାଶ ପାଇଲା ଜେଇଇ ମେନ୍ ର ରେଜଲ୍ଟ । ଓଡ଼ିଶାର ଓମ ପ୍ରକାଶ ବେହେରା ହୋଇଛନ୍ତି ଟପ୍ପର । ରାଜସ୍ଥାନର କୋଟାରେ ରହି ସେ ପାଠ ପଢୁଥିଲେ । ଓମ ପ୍ରକାଶ ଭୁବନେଶ୍ୱରର ବାସିନ୍ଦା ବୋଲି ସୂଚନା ରହିଛି । ଅଲ ଇଣ୍ଡିଆ ର୍ୟାଙ୍କରେ ସେ ୧ନମ୍ବର ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି । ଜେଇଇ-୨୦୨୫ର ଫଳାଫଳ ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି ।