ଐତିହ୍ୟ ଓ ସଂସ୍କୃତିଓଡ଼ିଶା

‘କଲ୍ଲୋଳ’ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଜଗତସିଂହପୁର : ଜଗତସିଂହପୁର ଗସ୍ତରେ ଯାଇ ‘କଲ୍ଲୋଳ’ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ହେଲିପ୍ୟାଡରୁ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ ଲୋକେ । ଗତ ୧ ମାସ ମଧ୍ୟରେ ଏହା ତାଙ୍କର ଦ୍ଵିତୀୟ ଗସ୍ତ । ଅଧିକ ଖବର ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com