ଓଡ଼ିଶାରାଜନୀତି

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ଢେଙ୍କାନାଳର ବିଜେଡି କର୍ମକର୍ତ୍ତା

 ଭୁବନେଶ୍ୱର : ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ନବୀନ ପଟ୍ଟନାୟକଙ୍କୁ ଭେଟିଲେ କାମାକ୍ଷାନଗର N.A.C. ଅଧ୍ୟକ୍ଷ । ସେହିପରି ତାଙ୍କ ସହିତ କାଉନସିଲର ଏବଂ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com