ଓଡ଼ିଶା

ଅକ୍ଷୟ ତୃତୀୟାରେ ବିହନ ବୁଣିଲେ ଅପରାଜିତା

ଭୁବନେଶ୍ୱର : ନିଜ ସଂସଦୀୟ କ୍ଷେତ୍ର ଭୁବନେଶ୍ୱରରେ ଅକ୍ଷୟ ତୃତୀୟା ପାଳନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ଇଞ୍ଜଣା ଗ୍ରାମରେ ଚାଷୀମାନଙ୍କୁ ଉତ୍ସାହିତ କରି ସେ ହଳ ଚଲାଇ ବିହନ ବୁଣିଥିଲେ । ଭିଡିଓ ଦେଖିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com