
ଭୁବନେଶ୍ୱର : ରାଜ୍ୟରେ ବଢି ବଢି ଚାଲିଛି ମହିଳା ଏବଂ ଶିଶୁଙ୍କ ପ୍ରତି ନିର୍ଯାତନା । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜୁ ଜନତା ଦଳ । ଏ ସମ୍ପର୍କରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନିଜ ଆଡ଼ୁ ତଦନ୍ତ ପାଇଁ ଅନୁରୋଧ କରିଛି ବିଜେଡି । ଗଣମାଧ୍ୟମକୁ ସୂଚନା ଦେଇ କ’ଣ କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ଦେଖନ୍ତୁ…