ଓଡ଼ିଶା
ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ, ୮ଟି ସ୍ଥାନରେ ଚଢ଼ାଉ ।

ଭୁବନେଶ୍ୱର ୩୦/ଜୁନ୍ : ଭିଜିଲାନ୍ସର ଫୁଣି ଏକ ବଡ଼ ସଫଳତା ,ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ। ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରର ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ବାଗଙ୍କ ଘର, ଶ୍ୱଶୁର ଘର, ଫ୍ଲାଟ, ଅଫିସ ଚାମ୍ବର, ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବିଲଡିଂଗୁଡ଼ିକରେ ରେଡ୍ରେ।