Uncategorizedଐତିହ୍ୟ ଓ ସଂସ୍କୃତିଓଡ଼ିଶା

ମହାପ୍ରଭୁଙ୍କ ଦର୍ଶନ ଧାଡ଼ିରେ କରାଯିବ

ଭୁବନେଶ୍ୱର ,ଶ୍ରୀମନ୍ଦିରରେ ଏଥର  ମହାପ୍ରଭୁଙ୍କ ଦର୍ଶନ ଧାଡ଼ିରେ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ, ପୃଥ୍ୱୀରାଜ ହରିଚନ୍ଦନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ।

ମନ୍ଦିର ପ୍ରଶାସନ, ଧାଡ଼ି ଦର୍ଶନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମନ୍ତ୍ରୀ।

ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁ ମାନେ, ମହାପ୍ରଭୁ ଙ୍କ ଦର୍ଶନ ସୁରୁଖୁରୁରେ କରିପାରିବେ ବୋଲି ,ମନ୍ତ୍ରୀକହିଛନ୍ତି ।ପ୍ରଥମ ବୈଠକରେ ହୁଣ୍ଡି ସିପ୍ଟ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ।୩ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ। ଏହା ଦ୍ୱାରା ଶ୍ରଦ୍ଧାଳୁ ମାନେ ଖୁସି ଅନୁଭବ କରିବେ ବୋଲି, ଆଶା କରାଯାଉଛି ।

Related Articles

Back to top button