
ଭୁବନେଶ୍ୱର,ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଅନ୍ୟପଟେ ୩ ତାରିଖ ସୁଦ୍ଧା ଦକ୍ଷିଣ ଓଡିଶା ପ୍ରବଳ ବର୍ଷିପାରେ ।
ଫିକା ପଡିପାରେ ନବମୀ ଓ ଦଶମୀ ।
୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟଲୋ ଓାର୍ଣ୍ଣ ଦିଆଯାଇଛି ।
ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ,ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁର ।