ଜୀବନଶୈଳୀବାଣିଜ୍ୟ

କାର ଉପରେ ବଡ଼ ରିହାତି

ଭୁବନେଶ୍ୱର,ପାର୍ବଣ ଋତୁ ନୂତନ କାର ଉପରେ ବଡ଼ ରିହାତି ଆଣିଛି । କାରଣ ଅଟୋମେକରମାନେ ଅକ୍ଟୋବର 2025 ପାଇଁ ଦୀପାବଳି ଅଫର୍ ଆରମ୍ଭ କରୁଛନ୍ତି।

ମାରୁତି ସୁଜୁକି, ଟାଟା ମୋଟର୍ସ, କିଆ, ହୁଣ୍ଡାଇ, ହୋଣ୍ଡା ଏବଂ ରେନାଲ୍ଟ ସେମାନଙ୍କର ଲୋକପ୍ରିୟ ମଡେଲଗୁଡ଼ିକରେ ନଗଦ, ଏକ୍ଚେଞ୍ଜ, କର୍ପୋରେଟ୍ ଏବଂ ସ୍କ୍ରାପେଜ୍ ଭଳି ଅଫର୍ ଘୋଷଣା କରିଛନ୍ତି।

ଯଦି ଆପଣ ଏକ ନୂତନ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଉପଯୁକ୍ତ ସମୟ । କାରଣ କମ୍ପାନୀଗୁଡ଼ିକ ଲୋକପ୍ରିୟ କାର ଉପରେ 5,000 ରୁ 7 ଲକ୍ଷ ପର୍ଯ୍ୟନ୍ତ ସେଭିଙ୍ଗ୍ସର ମୌକା ଆଣିଛି ।

Kia ଲୋକପ୍ରିୟ ମଡେଲଗୁଡ଼ିକ ଉପରେ ରିହାତି ଏବଂ କର୍ପୋରେଟ୍ ରିହାତି ଘୋଷଣା କରିଛି।ସୋନେଟ୍: ୧୦,୦୦୦ ନଗଦ + ୨୦,୦୦୦ ଏକ୍ସଚେଞ୍ଜ + ୧୫,୦୦୦ କର୍ପୋରେଟ୍‌ସେଲ୍‌ଟୋସ୍‌: ୩୦,୦୦୦ ନଗଦ + ୩୦,୦୦୦ ଏକ୍ସଚେଞ୍ଜ + ୧୫,୦୦୦ କର୍ପୋରେଟ୍‌ସେରୋସ୍‌: ୩୫,୦୦୦ ନଗଦ + ୩୦,୦୦୦ ଏକ୍ସଚେଞ୍ଜ + ୧୫,୦୦୦ କର୍ପୋରେଟ୍‌କାରେନ୍ସ କ୍ଲାଭିସ୍‌: ୩୦,୦୦୦ ଏକ୍ସଚେଞ୍ଜ + ୨୦,୦୦୦ ଲୟାଲ୍ଟି + ୧୫,୦୦୦ କର୍ପୋରେଟ୍‌କାର୍ନିଭାଲ୍‌: ୧ ଲକ୍ଷ ଏକ୍ସଚେଞ୍ଜ + ୧୫,୦୦୦ କର୍ପୋରେଟ୍‌

ହୋଣ୍ଡା ନଗଦ, ଏକ୍ସଚେଞ୍ଜ, କର୍ପୋରେଟ୍, ଲୟାଲିଟି ଏବଂ ୱାରେଣ୍ଟି ରିହାତି ପ୍ରଦାନ କରୁଛି।ଆମେଜ୍ ତୃତୀୟ ପିଢ଼ି: 67,000 ପର୍ଯ୍ୟନ୍ତ ଲାଭସହର: 1.27 ଲକ୍ଷ ପର୍ଯ୍ୟନ୍ତ ଲାଭ (25,000 ଏକ୍ସଚେଞ୍ଜ, 4,000 ଲୟାଲ୍ଟି, 35,000 ହୋଣ୍ଡା-ଟୁ-ହୋଣ୍ଡା ଏକ୍ସଚେଞ୍ଜ, କର୍ପୋରେଟ୍ ଲାଭ, 28,000 ମୂଲ୍ୟର 7 ବର୍ଷର ୱାରେଣ୍ଟି ଅନ୍ତର୍ଭୁକ୍ତ)

ଏଲିଭେଟ୍ MT: 1.32 ଲକ୍ଷ ପର୍ଯ୍ୟନ୍ତ

 

Related Articles

Back to top button