ଅନ୍ୟାନ୍ୟଓଡ଼ିଶା

କଳିଙ୍ଗା ଘାଟି ରାସ୍ତା ସିଲ୍ କଲା ପ୍ରଶାସନ ।

ଭୁବନେଶ୍ୱର,ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି, କଳିଙ୍ଗା ଘାଟି ରାସ୍ତା ସିଲ୍ କଲା ପ୍ରଶାସନ ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ପୋଲିସ ଓ ପ୍ରଶାସନ ଦୁର୍ଗାପ୍ରସାଦରେ ପହଞ୍ଚି କଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧି ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଛି।

ଘାଟିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହିତ ଘାଟି ଉପରକୁ ଯିବାକୁ ବାରଣ କରାଯାଇଛି।

ସେପଟେ ଭୂସ୍ଖଳନ ଆଶଙ୍କା କରି ଭୟଭୀତ ଘାଟି ପାଖରେ ରହୁଥିବା ଲୋକ ।

Related Articles

Back to top button