ଅନ୍ୟାନ୍ୟସ୍ୱାସ୍ଥ୍ୟ

ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ୱର,ORSTC ବସରେ ଲାଗିଲା ନିଆଁ ।

ବସଟି ବିଜୟନଗରମରୁ ଜୟପୁର ଅଭୁମୁଖେ ଯାତ୍ରା କରୁଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି ।

ତେବେ ସାଲୁର ନିକଟରେ ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ବସରେ ଥିବା ସମସ୍ତ 6 ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମବାହିନୀ ଘଟଣାସ୍ଥଳେ ପହଞ୍ଚିଛନ୍ତି ।

ସେପଟେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Back to top button