ଅନ୍ୟାନ୍ୟମୌସୁମୀ

ଗୁରୁବାର ବଙ୍ଗୋପସାଗରରେ ବାତ୍ୟା !

ଭୁବନେଶ୍ୱର ,ଶୀତକାଳୀନ ବାତ୍ୟା ର ଓଡ଼ିଶାରେ  ପ୍ରଭାବ କଣ ରହିବ ,ସେଥିପାଇଁ ବଢ଼ି ଚାଲିଛି ନାନା ଶଙ୍କା।  ଏନେଇ IMD ମଧ୍ୟ ସ୍ପଷ୍ଟ କରିନାହିଁ।

ତେବେ ଅନ୍ୟ ଏକ ସିଷ୍ଟମ୍ ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ।

ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ।

Related Articles

Back to top button