ଓଡ଼ିଶା

ନିଶାଙ୍କୁ ଗିରଫ ପାଇଁ ଭୁବନେଶ୍ୱରରେ ଖୋଜୁଛି ବଲାଙ୍ଗୀର ପୋଲିସ!

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ,  ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ବଢିଛି ନିଶାଙ୍କ ଗିରଫ ସମ୍ଭାବନା । ବଲାଙ୍ଗୀରରୁ ଗୋଟିଏ ପୋଲିସ ଟିମ ଭୁବନେଶ୍ବର ଆସି ତାଙ୍କୁ ଖୋଜୁଥିବା ଜଣାପଡିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ନିଶାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ୨ ଆୟୋଜକଙ୍କୁ ଅଟକ ରଖିଛି ପୋଲିସ l ସେମାନେ ହେଉଛନ୍ତି ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର l

Related Articles

Back to top button