ଅପରାଧଓଡ଼ିଶା

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ R I ଜାନକୀ ରଞ୍ଜନ ମଲ୍ଲିକ

ଭୁବନେଶ୍ୱର ,କଟକ ସଦର ତହସିଲର R I ଜାନକୀ ରଞ୍ଜନ ମଲ୍ଲିକ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି ….

ଆଜି ଆରଆଇ ରଞ୍ଜନ ଜମି ମାଲିକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ,ମାଡି ବସିଥିଲା ଭିଜିଲାନ୍ସ ଟିମ୍‌ ।

ଏକ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଜମି ମାଲିକଙ୍କ ଅଭିଯୋଗ ଆଧାରରେ ଆରଆଇଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।

ଆରଆଇ ଦାବି କରିଥିବା ଅର୍ଥରାଶି ଜମି ମାଲିକ ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

 

Related Articles

Back to top button