ମନୋରଞ୍ଜନ
-
ରୋମାଣ୍ଟିକ୍ ହେଲେ ରଣବୀର-ବାଣୀ, ‘ଶମ୍ଶେରା’ନୂଆ ଗୀତ ‘ଫିତୁର’ ରିଲିଜ
ମୁମ୍ବାଇ: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍ ଅଭିନେତା ରଣବୀର କପୁର । ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ‘ଶମଶେରା’ରେ ଦେଖିବାକୁ ମିଳିବେ। ଦୀର୍ଘ ଦିନ ଧରି…
Read More » -
ପରଦାକୁ ପୁଣି ଫେରୁଛନ୍ତି ପାଣ୍ପରଦାକୁ ପୁଣି ଫେରୁଛନ୍ତି ପାଣ୍ଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂ
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନ୍ରେ ରହିଛି । ସେହି ଲିଷ୍ଟ୍ରେ ସାମିଲ୍ ଅଛି ଟାଇଗର୍ ୩,…
Read More » -
ପ୍ୟାରିସ୍ରେ ସବାଙ୍କର ଏପରି ଫଟୋ ଉଠାଇଲେ ହ୍ରିତିକ୍, ୟୁଜର୍ସ କହିଲେ-ନ୍ୟାଚୁରାଲ୍ ବ୍ୟୁଟି
ମୁମ୍ବାଇ: ହ୍ରିତିକ ରୋଶନ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି। କହିବାକୁ ଗଲେ ସେ ପ୍ରାୟତଃ ଖୋଲାଖୋଲି ଭାବରେ କଥାବାର୍ତ୍ତା…
Read More » -
ମୋହିତ୍ଙ୍କୁ ଟକ୍କର ଦେବେ ନୂଆ ମହାଦେବ ! ଶିବ ରୂପରେ ଏଣ୍ଟ୍ରି କରିବେ ଦୀନେଶ୍ ମେହେତା
ମୁମ୍ବାଇ: ବର୍ତ୍ତମାନ ଟିଭି ଶୋ ‘ୟଶୋମତି ମାୟା କେ ନନ୍ଦଲାଲା’ରେ ଏକ ସୁନ୍ଦର ଟ୍ବିଷ୍ଟ ଆସିବାକୁ ଯାଉଛି। ଏହି ଶୋରେ ଯଶୋଦା (ନେହା ସରଗମ) ଏବଂ କାହ୍ନେଇୟା…
Read More » -
‘ଖୁଦା ହାଫିଜ’ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ
ମୁମ୍ବାଇ: ଅପ୍କମିଂ ଫିଲ୍ମ ‘ଖୁଦା ହାଫିଜ: ଚାପ୍ଟର-୨’କୁ ନେଇ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ପୁଣିଥରେ ଏହି ଫିଲ୍ମରେ ଅଭିନେତା ବିଦ୍ୟୁତ ଜାମୱାଲ ନିଜର ଦମ୍ଦାର ଆକ୍ସନକୁ…
Read More » -
ମୁଁ ବିବାହିତ, ଠିକ୍ ଭାବେ କଥାବାର୍ତ୍ତା କରନ୍ତୁ: କାହିଁକି ପ୍ରଶଂସକଙ୍କୁ ଏମିତି କହିଲେ ଦୀପିକା ?
ମୁମ୍ୱାଇ: ଦୀପିକା ପାଦୁକୋନ ବଲିଉଡର ନାମିଦାମୀ ଅଭିନେତ୍ରୀ ମଧ୍ୟରେ ଜଣେ । ଏଇ କିଛି ଦିନ ହେବ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ସହ ଛୁଟିକାଟିବାରେ ବ୍ୟସ୍ତ…
Read More » -
‘ଆର୍ଆର୍ଆର୍’କୁ Gay Love Story କହିଲେ ଓସ୍କାର ବିଜେତା
ନୂଆଦିଲ୍ଲୀ: ଫିଲ୍ମ ‘ଆର୍ଆର୍ଆର୍’ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ପ୍ରମାଣିତ ହୋଇସାରିଛି। ବିଦେଶରେ ମଧ୍ୟ ଏହି ଫିଲ୍ମର ଧୁମ୍ ଦେଖିବାକୁ ମିଳିଛି। ସମସ୍ତଙ୍କୁ କିମିଆ କରିଛି ଏସ୍ଏସ୍…
Read More » -
‘ମହାଭାରତ’କୁ ନେଇ ରାଜାମୌଲିଙ୍କ ବଡ ଆନାଉନ୍ସମେଣ୍ଟ, ଡ୍ରିମ୍ ପ୍ରୋଜେକ୍ଟକୁ ନେଇ କହିଲେ ପ୍ଲାନ
ମୁମ୍ବାଇ: ବାହୁବଲୀ, ବାହୁବଲୀ-୨ ଏବଂ ଆରଆରଆର ଭଳି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିଥିବା ପପୁଲାର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି। ବର୍ତ୍ତମାନ ମହାପୁରାଣ ଉପରେ ନଜର ରଖିଛନ୍ତି। ଯାହାର କାହାଣୀ…
Read More »

