ଓଡ଼ିଶା

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ବର () ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ । ମଙ୍ଗଳବାର ଜୟନାରାୟଣ ମିଶ୍ରଙ୍କୁ କ୍ୟାମ୍ପେନରୁ ବାରଣ କରାଯିବ । ସେଥିପାଇଁ କମିଶନଙ୍କୁ ଜଣାଇବା ପାଇଁ ଏବଂ ଗଜପତିରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହିଁ । ପିପିଲିରେ ଆକ୍ରମଣରେ କାର୍ଯ୍ୟାନୁଷ୍ଠାନ ହୋଇନି । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିବେଦନ ।
ବୁଧବାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ବେଳେ ଅନୁଗୁଳ, ଢେଙ୍କାନାଳ, ପୁରୀ ଆଦି ଅଞ୍ଚଳରେ ଗଣ୍ଡଗୋଳ କରୁଛନ୍ତି । ହାରିବା ଭୟରେ ଏଭଳି କରୁଛି ବିଜେପି । ଏଥିରେ ବିଜେପିର ରାଜ୍ୟ ନେତୃତ୍ବ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ହାରିବେ ଏଭଳି କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com