ଜାତୀୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ରହିଛି। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍ ରହିଛନ୍ତି।

୨୧% ଯୁବ ଭୋଟର୍ ରହିଛନ୍ତି। ଅନ୍ୟପକ୍ଷରେ, ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି। ମୋଟ ସାଂସଦ ପ୍ରାର୍ଥୀ ହେଲେ ୬୪ ଏବଂ ୩୮୩ ବିଧାୟକ ପ୍ରାର୍ଥୀ ରହିଛନ୍ତି। ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧। ହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି।

Related Articles

Back to top button