Breaking NewsFeaturedଅନ୍ତର୍ଜାତୀୟଜାତୀୟ

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ଵାଗତ

ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାସ୍ତାଇଲ୍‌ ଡେ ପରେଡ୍‌ କାର୍ଯ୍ୟକ୍ରମରେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଅନୁସାରେ ତିନି ଦିନିଆ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ସେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଫ୍ରାନ୍ସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଫ୍ରାନ୍ସ ସହ ପ୍ରତିରକ୍ଷା ଓ ମହାକାଶ ଗବେଷଣା ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବେ ମୋଦି।

ତେବେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ଵାଗତ କରିଛି ଏହି ଦେଶ।

ଦେଖନ୍ତୁ ଭିଡିଓ:

Related Articles

Back to top button
WP Twitter Auto Publish Powered By : XYZScripts.com