ଓଡ଼ିଶା

ପୁରୀରେ ଗୋଡ଼େଇ ଗୋଡ଼େଇ ଏସିଡ଼ ମାଡ଼

ପୁରୀରେ ଗୋଡ଼େଇ ଗୋଡ଼େଇ ଏସିଡ଼ ମାଡ଼। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାଳବଣୀଆ ଥାନା ଅନ୍ତର୍ଗତ ଚମାରସାହିରେ। ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଅଘଟଣ।

୯ ଜଣଙ୍କ ଉପରକୁ ହୋଇଛି ଏସିଡ ଦ୍ୱାରା ଆକ୍ରମଣ। ସମସ୍ତେ ଗୁରୁତର ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ୨ ଜଣଙ୍କ ଆଖି ଗୁରୁତର ଭାବରେ ପ୍ରଭାବିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com